୧୦୨ପ୍ରାମାଣିକ ଚିତ୍ର, କ୍ଷୁଦ୍ର ଚଳଚ୍ଚିତ୍ର ଓ ଆନିମେସନ ଫିଲ୍ମ ଏଥିରେ ସ୍ୱର୍ଣ୍ଣ ଓ ରୌପ୍ୟ ଶଙ୍ଖ ପୁରସ୍କାର ପାଇଁ ପ୍ରତିଯୋଗିତା
ନୂଆଦିଲ୍ଲୀ, (ଓ୍ବାଇଏନ୍ଏସ୍) : ସପ୍ତଦଶ ମୁମ୍ବାଇ ଆନ୍ତର୍ଜାତିକ ଚଳଚ୍ଚିତ୍ର ଉତ୍ସବ(ଏମ୍ଆଇଏଫ୍ଏଫ୍) ଆସନ୍ତା ରବିବାରଠାରୁ ଆରମ୍ଭ ହେବ । ଏହି ଚଳଚ୍ଚିତ୍ର ଉତ୍ସବଟି ସ୍ୱତନ୍ତ୍ର ଭାବେ ପ୍ରାମାଣିତ ଚିତ୍ର,
Read more