୧୦ ନମ୍ବର ୱାର୍ଡରେ କଂଗ୍ରେସ ପ୍ରାର୍ଥୀ ତୁଳସୀଙ୍କ ପ୍ରଚାର ଯୋରଦାର

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :କେନ୍ଦ୍ରାପଡା ପୈାରାଞ୍ଚଳର ୧୦ନମ୍ବର ୱାର୍ଡରେ କଂଗ୍ରେସ ଦଳରୁ କାଉନସିଲର ପ୍ରାର୍ଥି ହୋଇଥିବା ତୁଳସୀ ମହାରଣା ତାଙ୍କ ନିର୍ବାଚନ ପ୍ରଚାରକୁ ଯୋରଦାର କରିଥିବା ଦେଖାଯାଇଛି

Read more

Advertisement

ଏବେ ଏବେ