ଜୁଆ ଆଡ୍ଡା ଉପରେ ଚଢାଉ ,୧୨ ଜୁଆଡି ଗିରଫ

ବ୍ରହ୍ମପୁର,(ଯୁଗାବ୍ଦ ନ୍ୟୁଜ୍): ପୁରୁଷୋତ୍ତମପୁର ପୋଲିସ ପକ୍ଷରୁ ତାରିଣୀ ଠାରେ ଚାଲିଥିବା ଜୁଆ ଆଡ୍ଡା ଉପରେ ଅତର୍କିତ ଚଢାଉ କରାଯାଇ ୧୨ ଜଣ ଜୁଆଡଙ୍କୁ ଗିରଫ କରିଥିବା ଜଣାପଡିଛି

Read more

Advertisement

ଏବେ ଏବେ