ବେ-ଆଇନ ବାଲି ଚାଲାଣ , ୧୨ ଟ୍ରାକ୍ଟର ଜବତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) ବେ-ଆଇନ ବାଲି ଚାଲାଣ ଅଭିଯୋଗରେ ଗଜପତି ଜିଲ୍ଲାପାଳ ଅନୁପମ ଶାହାଙ୍କ ନିର୍ଦ୍ଦେଶ କ୍ରମେ ୧୨ଗୋଟି ବାଲି ବୋଝେଇ ଟ୍ରାକ୍ଟର ଜବତ ହୋଇଛି

Read more

Advertisement

ଏବେ ଏବେ