୧୩ ଘଣ୍ଟାରେ ୫୩ ଜଣଙ୍କ ଓଜନ କମାଇବା ସର୍ଜରୀ କଲେ ୧୧ ଡାକ୍ତର

ମଧ୍ୟପ୍ରଦେଶର ବାରିଆଟ୍ରିକ୍ ସର୍ଜନ୍ ଡାକ୍ତର ମୋହିତ ଭଣ୍ଡାରି ୧୩ ଘଣ୍ଟାରେ ୩୫ ମହିଳାଙ୍କ ସମେତ ୫୩ ଜଣଙ୍କ ସର୍ଜରି କରି ଏକ ନୂଆ କୀର୍ତ୍ତିମାନ୍ ସୃଷ୍ଟିକରିଛନ୍ତି ।

Read more

Advertisement

ଏବେ ଏବେ