୧୫ଟି ପରୀକ୍ଷାକେନ୍ଦ୍ରରେ ୨୪୦୯ଜଣ ଛାତ୍ରଛାତ୍ରୀ ଦେବେ ମାଟ୍ରିକ ପରୀକ୍ଷା 

ହାଟଡିହି, (ବିକାଶ ବିଶ୍ୱାଳ) :-ଆସନ୍ତା ୨୯ତାରିଖରୁ ହେବାକୁ ଯାଉଛି ମାଟ୍ରିକ ପରୀକ୍ଷା । ଏଥିପାଇଁ ବୋର୍ଡ ଓ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ।

Read more

Advertisement

ଏବେ ଏବେ