ଗୌରବ ଆଣିଲେ କନ୍ଧମାଳର ସନ୍ଧ୍ୟାରାଣୀ; ଛୁଞ୍ଚି ମୁନରେ ୬୬, ୧୫୮ କାରୁକାର୍ଯ୍ୟ କରି ଗିନିଜ୍ ବୁକରେ କଲେ ରେକର୍ଡ

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): ସୂକ୍ଷ୍ମ ମୁନର କାରୁକାର୍ଯ୍ୟର ପ୍ରତିଭାକୁ ବିଶ୍ୱ ଦରବାରରେ ପହଞ୍ଚାଇବା ସହ ରାଜ୍ୟ ତଥା କନ୍ଧମାଳ ଜିଲ୍ଲାକୁ ଗୌରବ ଆଣିଛନ୍ତି ଚକାପାଦ ବ୍ଲକର ସନ୍ଧ୍ୟାରାଣୀ

Read more

Advertisement

ଏବେ ଏବେ