୧୮୮୫ ମସିହାର ପୁରାତନ ପାରଳା ପୌର ପରିଷଦର ଉନ୍ନତିକରଣ ପାଇଁ ବରିଷ୍ଠ ନାଗରିକଙ୍କ ପକ୍ଷରୁ ଜିଲ୍ଲାପାଳଙ୍କୁ ପତ୍ର
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ୧୮୮୫ ମସିହାର ପୁରାତନ ପାରଳାଖେମୁଣ୍ଡି ପୌରପରିଷଦର ବିଭିନ୍ନ ସମସ୍ୟା, ଉନ୍ନତିକରଣ ପାଇଁ ବରିଷ୍ଠ ନାଗରିକଙ୍କ ପକ୍ଷରୁ ଏକ ଅନୁରୋଧ ପତ୍ର
Read more


