୨୦୨୪ ସୁଦ୍ଧା ବିଜାତଳା ବ୍ଲକକୁ “ଯକ୍ଷ୍ମା ମୁକ୍ତ “ଅଂଚଳ ପ୍ରୟାସ ନେଇ ଜିଲ୍ଲା ଯକ୍ଷ୍ମା କେନ୍ଦ୍ର ଓ ‘ରିଚ’ଅନୁଷ୍ଠାନ ତରଫରୁ କର୍ମଶାଳା
ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ଵାଳ):ଏକଦା ଯକ୍ଷ୍ମା ଏକ ଦୁରାରୋଗ୍ୟ ବୋଲି ମାନସିକତା ଥିବାବେଳେ ଏବେ ତାହା ମାରାତ୍ମକ ରୋଗ ହୋଇ ରହିନାହିଁ । ସ୍ବାସ୍ଥ୍ୟ ହିଁ ସଂପଦ
Read more


