୨୦୨ ଭାଗବତ ଟୁଙ୍ଗିକୁ ସରକାରୀ ସହାୟତା ପାଇଁ ଜିଲ୍ଲାକୁ ମିଳିଛି ୫ଲକ୍ଷ ୫୦ହଜାର ୪ଟି ବ୍ଲକକୁ ମଞ୍ଜୁର ୧୦ଲକ୍ଷ ଟଙ୍କାର ବିନିଯୋଗ ପ୍ରମାଣପତ୍ର ମିଳୁନି
କେନ୍ଦ୍ରାପଡା,(ଚିତ୍ତରଞ୍ଜନ ଦାସ): ରାଜ୍ୟ ସରକାରଙ୍କ ପକ୍ଷରୁ କେନ୍ଦ୍ରାପଡା ଜିଲ୍ଲାକୁ ୨୦୨ଟି ଭାଗବତ ଟୁଙ୍ଗିକୁ ସରକାରୀ ସହାୟତା ବାବଦକୁ ୫ଲକ୍ଷ ୫୦ହଜାର ଟଙ୍କାର ଅନୁଦାନ ମଞ୍ଜୁର ହୋଇଛି ।
Read more