ବିଶୋଇ ଅଂଚଳରେ ଅବକାରୀ ଚଢାଉ;୬୦ ଲି ଦେଶୀ ମଦ ଜବତ, ୨୦୫୦ କେଜି ପୋଚ ଏବଂ ରୋଷେଇ ସାମଗ୍ରୀ ନଷ୍ଟ
ରାଇରଙ୍ଗପୁର,( ଅକ୍ଷୟ କୁମାର ବିଶ୍ୱାଳ):ମୟୂରଭଂଜ ଜିଲ୍ଲାର ବାମନଘାଟି ଉପଖଣ୍ଡର ପାହାଡିଆ, ଦୁର୍ଗମ,ନଦୀ,ନାଳର ଭରପୁର ଫାଇଦା ଉଠାଉଛନ୍ତି ଚୋରା ମଦ ମାଫିଆ ।ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ମୟୂରଭଂଜ
Read more


