୨୧ ଦିନ ଘରେ ନରହିଲେ ୨୧ ବର୍ଷ ତଳକୁ ଚାଲିଯିବ ଦେଶ

କରୋନା ଭାଇରସର ବ୍ୟାପକତାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ଦେଶବାସୀଙ୍କୁ ସମ୍ୱୋଧିତ କରିଛନ୍ତି । କହିଛନ୍ତି କରୋନା ଏବେ ଖୁବ୍‌ ଜୋରରେ ପ୍ରସାରିତ ହେଉଛି ।

Read more

Advertisement

ଏବେ ଏବେ