୨୩ ଜାନୁୟାରୀ ଆଜାଦ କିଷାନ ଅଭିଯାନ ଏବଂ ୨୬ ଜାନୁୟାରୀ କୃଷକ ଶ୍ରମିକ ପରେଡ଼ ପାଇଁ କୃଷକ ସଂଘର୍ଷ ସମନ୍ୱୟ ସମିତିର ଆହ୍ୱାନ
ଭୁବନେଶ୍ୱର, (ଓ୍ବାଇଏନ୍ଏସ୍) : ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ୱୟ ସମିତି ରାଜ୍ୟ ଆବାହକ ମଣ୍ଡଳୀର ବୈଠକ ଏବଂ ସାମ୍ବାଦିକ ସମ୍ମିଳନୀ ଭୁବନେଶ୍ୱରସ୍ଥିତ ଲୋହିଆ ଏକାଡ଼େମୀଠାରେ ଅନୁଷ୍ଠିତ
Read more


