୨୭ ତାରିଖରୁ ୨୯ତାରିଖ ପର୍ଯ୍ୟନ୍ତ ତୃତୀୟ ଭଗବାନ ବିର୍ଷା ମୁଣ୍ଡା ଟ୍ରଫି

ବ୍ରହ୍ମପୁର,(ଅନିଲ କୁମାର):ଚଳିତ ମାସ ୨୭ ତାରିଖରୁ ୨୯ତାରିଖ ପର୍ଯ୍ୟନ୍ତ ତୃତୀୟ ଭଗବାନ ବିର୍ଷା ମୁଣ୍ଡା ଟ୍ରଫି ଜାତୀୟ ଟାଇକଣ୍ଡୋ ପ୍ରତିଯୋଗତା-୨୦୨୪ ଖେଳଗାଓଁ, ରାଞ୍ଚି, ଝାରଖଣ୍ଡଠାରେ ଅନୁଷ୍ଠିତ ହୋଇଥିଲା

Read more

Advertisement

ଏବେ ଏବେ