୩ସନ୍ତାନ ଥିବା ୱାର୍ଡସଭ୍ୟା ପ୍ରାର୍ଥୀଙ୍କ ନାମାଙ୍କନ ଅଭିଯୋଗ ଉପରେ ନିର୍ବାଚନ ଅଧିକାରୀ ପଦକ୍ଷେପ ନେଉ ନାହାନ୍ତି
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ପଳସିଂହା ପଞ୍ଚାୟତର ୧୦ନମ୍ବର ୱାର୍ଡରେ ୱାର୍ଡମେମ୍ବର ପଦରେ ପ୍ରାର୍ଥୀ ହୋଇଥିବା ରମାକାନ୍ତ ଜେନା ପଳସିଂହା ପଞ୍ଚାୟତ ନିର୍ବାଚନ ଅଧିକାରୀଙ୍କ
Read more