ଘରେ ପଶି ମୋବାଇଲ ଏବଂ ୩୨,୩୦୦ଟଙ୍କା ଚୋରୀ ମାମଲାରେ ଝାଡଖଣ୍ଡର ଚୋରକୁ ବାନ୍ଧିଲା ଗ୍ରାମାଞ୍ଚଳ ଥାନା ପୋଲିସ
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବାଘିଆଟାଙ୍ଗର ଗାଁର ମନ ମହାନ୍ତ ଘରେ ୨-୧୧-୨୦୨୦ରେ ଏକ ସାମସଙ୍ଗ ମୋବାଇଲ ଏବଂ ୩୨,୩୦୦ଟଙ୍କା ଚୋରୀ ହୋଇଥିଲା
Read more