୪୨ଜଣ ଛାତ୍ରଛାତ୍ରୀ ଥିବା ଓଟାରବାଙ୍କ ପ୍ରାଥମିକ ବିଦ୍ୟାଳୟକୁ ବନ୍ଦ କରାଯିବା ପ୍ରତିବାଦରେ ସ୍କୁଲ ଛାତ୍ରଛାତ୍ରୀଙ୍କ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):୪୨ଜଣ ଛାତ୍ରଛାତ୍ରୀ ଥିବା ଓଟାରବାଙ୍କ ପ୍ରାଥମିକ ବିଦ୍ୟାଳୟକୁ ବନ୍ଦ କରାଯିବା ପ୍ରତିବାଦରେ ସେହିସ୍କୁଲର ଛାତ୍ରଛାତ୍ରୀମାନେ ମଙ୍ଗଳବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିବା ଦେଖିବାକୁ
Read more


