ଦିନର ଦାବି ପୂରଣ ହୋଇଥିବାରୁ, ମିଷ୍ଠାନ ବାଣ୍ଟି,ମୁଖ୍ୟମନ୍ତ୍ରୀ, ୫ ଟି -ଅଧ୍ୟକ୍ଷ ଓ ଯାଜପୁର ବିଧାୟକଙ୍କୁ ଧନ୍ୟବାଦ ଜଣାଇଲେ ଗଞ୍ଜାମ ଜିଲ୍ଲା ଅମଲା ସଂଘ
ଛତ୍ରପୁର,(ଓ୍ବାଇଏନ୍ଏସ୍) :ଅମଲା ମାନଙ୍କର ଦୀର୍ଘ ଦିନର ଦାବି ପୂରଣ ହୋଇଥିବାରୁ ସୋମବାର ଛତ୍ରପୁର ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି ଓଡିଶା ରାଜସ୍ୱ ଅମଲା ସଂଘ
Read more