୫ ବର୍ଷରେ ୩ଥର ଷ୍ଟ୍ରାଇକ୍ ୨ଟାର ସୂଚନା ଦେବି, ୩ୟ ସମ୍ପର୍କରେ କହିବିନି
ମାଙ୍ଗାଲୁରୁ (ଏଜେନ୍ସି): ଭାରତୀୟ ବାୟୁସେନା ପକ୍ଷରୁ ପାକିସ୍ତାନର ବାଲାକୋର୍ଟ ଅଞ୍ଚଳରେ କରାଯାଇଥିବା ଏୟାରଷ୍ଟ୍ରାଇକ୍କୁ ନେଇ ସମ୍ପ୍ରତି ଦେଶରେ ରାଜନୈତିକ ବାକ୍ଯୁଦ୍ଧ ଅବ୍ୟାହତ ରହିଥିବା ବେଳେ କେନ୍ଦ୍ରଗୃହମନ୍ତ୍ରୀ ରାଜନାଥ
Read more


