୬ବର୍ଷ ଚୁକ୍ତି ଅବଦ୍ଧିକୁ ନିୟମିତରେ ଯୋଗ ଓ ନେସନାଲ ଇନକ୍ରୀମେଣ୍ଟ ପ୍ରଦାନ ନକଲେ ଭୟଙ୍କର ଆନ୍ଦୋଳନ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ସଂଜୀବନୀ ବିଦ୍ୟାମନ୍ଦିର ପରିସରରେ ଓଡିଶା ସରକାରୀ ହାଇସ୍କୁଲ ଏନ.ପି.ଏସ. ଶିକ୍ଷକ ସଙ୍ଘ, କେନ୍ଦ୍ରାପଡାର ଏକ ବୈଠକ ସଭାପତି ଅରୁଣ କୁମାର ପାରମାଣିକଙ୍କ ସଭାପତିତ୍ୱରେ
Read more


