୬୦୪ ଜଣ ନୂତନ ହିତାଧିକାରୀ ଙ୍କୁ ଭତ୍ତା ବଣ୍ଟନ

ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ପକ୍ଷରୁ ଆଜି ମଧୁବାବୁ ପେନସନ ଯୋଜନାରେ ୬୦୪ ଜଣ ନୂଆ ହିତାଧିକାରୀ ଙ୍କୁ ଭତ୍ତା ବଣ୍ଟନ ହୋଇଥିଲା ।

Read more

Advertisement

ଏବେ ଏବେ