୭ମାସ ପରେ ଖୋଲିଲା ସୁପ୍ରସିଦ୍ଧ ଗଣ୍ଡାହାତୀ ପର୍ଯ୍ୟଟନ କେନ୍ଦ୍ର ;ପ୍ରଥମ ରବିବାରରେ ପର୍ଯ୍ୟଟକଙ୍କ ଭିଡ
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା):କରୋନା କଟକଣାର ଦୀର୍ଘ ୭ମାସ ପରେ ଗଜପତି ଜିଲ୍ଲାର ସୁପ୍ରସିଦ୍ଧ ଗଣ୍ଡାହାତୀ ଜଳପ୍ରପାତ ପର୍ଯ୍ୟଟନ କେନ୍ଦ୍ର ଖୋଲିଲା । ଦକ୍ଷିଣ ଓଡିଶା ସମେତ ପଡୋଶୀ
Read more


