ଜୁଆ ଆଡ୍ଡାରେ ଚଢ଼ାଉ; ନଗଦ ୧୫,୮୨୦ ଟଙ୍କା, ତାସ୍ ଜବତ

ବେଲଗୁଣ୍ଠା,(ଶିବରାମ ଚୌଧୁରୀ): କୁମାର ପୂର୍ଣ୍ଣମୀ ପାଖେଇ ଆସୁଥିବା ବେଳେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଜୁଆ ଆଡ୍ଡା ପୋଲିସ୍ ର ମୁଣ୍ଡ ବ୍ୟଥାର କାରଣ ପାଲଟିଛି |

Read more

Advertisement

ଏବେ ଏବେ