ରାଇରଙ୍ଗପୁର ଅବକାରୀ ବିଭାଗ ପକ୍ଷରୁ ଚଢାଉ,୮୭ ଲିଟର ଦେଶୀମଦ ଜବତ

ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ୱାଳ):’କରୋନା’ ସାଥ ଦେଇଛି ଚୋରା ମଦ ମାଫିଆଙ୍କୁ । ଗୋରୁମହିଷାଣୀ ମାଳଭୁମି ,ନଦୀ ନାଳ ଜଙ୍ଗଲ ଦୁର୍ଗମ ଅଂଚଳପାଲଟିଛି ଦେଶୀ ମଦର କୁଟୀର

Read more

Advertisement

ଏବେ ଏବେ