୯ ମାର୍ଚ୍ଚରେ କାଶୀନଗର ନାଗରିକ ମଞ୍ଚର ନୂତନ କର୍ମକର୍ତ୍ତା ନିର୍ବାଚନ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ଗଜପତି ଜିଲ୍ଲା କାଶୀନଗର ସହରର ବଂଶଧାରା ନଦୀକୂଳସ୍ଥ ଗଜପତି ପାଠାଗାର ସଭାଗୃହରେ କାଶୀନଗର ନାଗରିକ ମଞ୍ଚର ଏକ ସମାବେଶ ଅନୁଷ୍ଠିତ ହୋଇଯାଇଛି

Read more

Advertisement

ଏବେ ଏବେ