ୱାର୍ଡୱିଜାର୍ଡ ଇନୋଭସେନ୍ସ ଆଣ୍ଡ ମୋବିଲିଟିର ରାଜସ୍ୱ ପ୍ରଥମ ତ୍ରୈମାସିକରେ ୨୯.୨୩% ବୃଦ୍ଧି ପାଇ ୪୮୯.୬୮ ନିୟୁତ ଟଙ୍କା ହୋଇଛି
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଜୟ ଇ-ବାଇକ୍ ଓ ଜୟ ଇ-ରିକ୍ ନାମରେ ଇଲେକ୍ଟ୍ରିକ୍ ଯାନ ନିର୍ମାଣ କରୁଥିବା ଅନ୍ୟତମ ଅଗ୍ରଣୀ ସଂସ୍ଥା ୱାର୍ଡୱିଜାର୍ଡ ଇନୋଭେସନ୍ସ ଆଣ୍ଡ ମୋବିଲିଟି ଲିମିଟେଡ୍
Read more


