କୁଡୁମୀ ସେନାର ୧୩ତମ ପ୍ରତିଷ୍ଠା ଦିବସ ପାଳିତ

ବେତନଟୀ ( ଉଦିତ କୁମାର ପରିଡା ): ମୟୂରଭଞ୍ଜ ଜିଲ୍ଲା ବେତନଟୀଠାରେ କୁଡୁମୀ ସେନାର ୧୩ ତମ ପ୍ରତିଷ୍ଠା ଦିବସ ବେତନଟୀସ୍ଥିତ ଡାକବଙ୍ଗଳା ପରିସରରେ ଅନୁଷ୍ଠିତ ହେଇଯାଇଛି।

Read more

Advertisement

ଏବେ ଏବେ