ବାଇକ ଧକ୍କାରେ ୨ ବାଳିକା ଗୁରୁତର

ହାଟଡିହି (ଓ୍ବାଇଏନଏସ): ହାଟଡିହି ବ୍ଲକ ଛେନାପଦି ହଦଗଡ଼ ରାସ୍ତାର ପଥରଗଦା ନିକଟରେ ଆଜି ଏକ ବାଇକ ଧକ୍କାରେ ୨ ଜଣ ସାଇକେଲ ଆରୋହୀ ବାଳିକା ଗୁରୁତର ହୋଇଛନ୍ତି।

Read more

Advertisement

ଏବେ ଏବେ