ଇଂରାଜୀ ବିଭାଗର ବାର୍ଷିକ ପାଠଚକ୍ର

ସାରସକଣା,(ଭଗୀରଥ ମହାନ୍ତ) : ଝାରପୋଖରିଆ ବମ୍ୱେଛକସ୍ଥିତ ସୀମାନ୍ତ ମହାବିଦ୍ୟାଳୟ ଇଂରାଜୀ ବିଭାଗର ବାର୍ଷିକ ପାଠଚକ୍ର ବିଭାଗୀୟ ମୁଖ୍ୟ ଡଃ ପ୍ରାଚୀପ୍ରଭା ପଢ଼ିଆରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି

Read more

Advertisement

ଏବେ ଏବେ