ଶିଶୁଭବନ ଡାକ୍ତରଙ୍କ ସଫଳତା: ବିନା ଅସ୍ତ୍ରୋପଚାରରେ ଶ୍ବାସନଳୀରୁ ବାହାରିଲା ଚକୋଲେଟ୍ ଜରି
କଟକ,(ଓ୍ବାଇଏନଏସ): ପଶ୍ଚିମବଙ୍ଗରୁ ଶିଶୁଭବନକୁ ଆସିଥିବା ଜଣେ ଶିଶୁକନ୍ୟାର ଶ୍ବାସନଳୀରୁ ବ୍ରୋଙ୍କୋସ୍କୋପି ମାଧ୍ୟମରେ ଚକୋଲେଟ୍ ଜରି କଢ଼ାଯାଇଛି। ଏକ ମାସ ଧରି ଶ୍ବାସନଳୀରେ ଫସିରହିଥିବା ଏହି ଜରି ପଶ୍ଚିମବଙ୍ଗରେ
Read more


