ପୂର୍ତ ବିଭାଗର ବାଲିଭଉଁରୀ-ଶିଖରଘାଟ ରାସ୍ତା:ସରିଲା ଦଶହରା, ହେଲା ନାହିଁ ରାସ୍ତା ମରାମତି
ନାଉଗାଁ,(ଓ୍ବାଇଏନଏସ): ପୂର୍ତ ବିଭାଗ ଅଧୀନ ବାଲିଭଉଁରୀ-ଶିଖରଘାଟ ରାସ୍ତାଟି ନାଉଗାଁ ବ୍ଲକର ମୁଖ୍ୟରାସ୍ତା ହୋଇଥିବା ବେଳେ ଜଗତସିଂହପୁର ଜିଲ୍ଲା ସଦର ମହକୁମାକୁ ସଂଯୋଗ କରୁଛି। ଏହି ରାସ୍ତାର ମରାମତି
Read more