ବିଶ୍ୱନାଥ ପ୍ରତାପ ଓ ଶତାଧିକ ସମର୍ଥକ ବିଜେପିରେ ସାମିଲ

ହାଟଡିହି (ଓ୍ବାଇଏନଏସ) : ପୂର୍ବତନ ବିଜେଡି ନେତା ତଥା ସମାଜସେବୀ ଇଂ ବିଶ୍ୱନାଥ ପ୍ରତାପ ଜେନା ଓ ତାଙ୍କର ଶତାଧିକ ସମର୍ଥକ ଆଜି ବିଜେପିରେ ସାମିଲ ହୋଇଛନ୍ତି।

Read more

Advertisement

ଏବେ ଏବେ