ବାଙ୍ଗୋରରେ ରକ୍ତଦାନ ଶିବିର

ହାଟଡିହି, (ଓ୍ବାଇଏନଏସ): ହାଟଡିହି ବ୍ଳକ ବାଙ୍ଗୋର ସମବାୟ ସମିତି କାର୍ଯ୍ୟାଳୟରେ ଏଚ.ଡି.ଏଫ୍.ସି ବ୍ୟାଙ୍କ ପକ୍ଷରୁ ବାଙ୍ଗୀର ସମବାୟ ସମିତି ସ‌ହଯୋଗରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି

Read more

Advertisement

ଏବେ ଏବେ