ସବୁ ଜିଲାପାଳଙ୍କୁ ଚିଠି ଲେଖିଲା ବୋର୍ଡ : ଜନଗଣନା ପ୍ରଶିକ୍ଷଣ ପାଇଁ ପ୍ରଭାବିତ ହୋଇପାରେ ମାଟ୍ରିକ ଖାତାଦେଖା
କଟକ, (ଓ୍ବାଇଏନଏସ): ଜନଗଣନାରେ ନିୟୋଜିତ ଶିକ୍ଷକଙ୍କୁ ପ୍ରତି ଜିଲାରେ ପ୍ରଶିକ୍ଷଣ ଦିଆଯାଉଛି। ଏଥିପାଇଁ ମାଟ୍ରିକ ପରୀକ୍ଷା ଖାତାଦେଖା ଉପରେ ପ୍ରଭାବ ପଡ଼ିବାର ଆଶଙ୍କା ଦେଖା ଦେଇଛି। ସମ୍ପୃକ୍ତ
Read more


