ବିପ୍ଳବୀ ଧରଣୀଧରଙ୍କ ପୁଣ୍ୟତିଥି ପାଳିତ
କେନ୍ଦୁଝର (ପୂର୍ଣ୍ଣଚନ୍ଦ୍ର ମହାନ୍ତ) ଜିଲ୍ଲାପ୍ରଶାସନ ତରଫରୁ କେନ୍ଦୁଝରର ବୀର ପୁତ୍ର ବିପ୍ଳବୀ ଧରଣୀଧରନାଏକଙ୍କ୮୧ତମ ପୁଣ୍ୟତିଥିଗତ୧୬ମଇରେମହାସମାରୋହରେ ପାଳିତ ହୋଇଯାଇଛି। ପ୍ରାତଃ କାଳରେ କେନ୍ଦୁଝର ଜିଲ୍ଲାର ବିଭିନ୍ନ ସ୍ଥାନରେଅବସ୍ଥିତବିପ୍ଳବୀଧରଣୀଧରଙ୍କପ୍ରତିମୁର୍ତ୍ତିରେମାଲ୍ୟାର୍ପଣ କରାଯାଇଥିଲା।
Read more