ଜାହେରଗାଲ ପୂଜା ସ୍ଥଳୀରୁ ଦେବାଦେବୀଙ୍କ ମୂର୍ତ୍ତୀ ଗାଏବ ଘଟଣାକୁ ନେଇ ତେଜୁଛି ଅସନ୍ତୋଷ: ସିବିଆଇ ତଦନ୍ତ ଦାବି
ହାଟଡିହି (ଓ୍ବାଇଏନଏସ): କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ପୁରୁଣା ପାଣି, ମଧୁବନ, ଟିଲଗଡିଆ ଆଦି ଗ୍ରାମରୁ ସାନ୍ତାଳୀ ସମ୍ପ୍ରଦାୟର ଜାହେରଗାଲଙ୍କ ପୂଜା ସ୍ଥଳୀରୁ ଦେବାଦେବୀଙ୍କ ମୂର୍ତ୍ତୀ ଗାଏବ
Read more


