ଜିଲ୍ଲା ସ୍ତରୀୟ ପ୍ରଧାନ ମନ୍ତ୍ରୀ ଫସଲ ବିମା ଯୋଜନା ପରୀକ୍ଷଣ ସମ୍ପର୍କିତ ତାଲିମ
କେନ୍ଦୁଝର(ପୂର୍ଣ୍ଣଚନ୍ଦ୍ର ମହାନ୍ତ): କେନ୍ଦୁଝର ଜିଲ୍ଲାପାଳ କାର୍ଯ୍ୟାଳୟସ୍ଥ ଦରବାର୍ ହଲରେ ଗତ ଦୁଇଦିନ ଧରି ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ଦିନ ତା.୧୧.୧୧.୨୦୨୫ରେ ଆନନ୍ଦପୁର,ବାଂସପାଳ,ଚମ୍ପୁଆ,ଝୁମ୍ପୁରା,ଯୋଡା,ହରିଚନ୍ଦନପୁର,ତେଲକୋଇ ବ୍ଲକ ଏବଂ ତହସିଲର
Read more


