ପ୍ରଧାନଶିକ୍ଷକଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା

ହାଟଡିହି  (ପାର୍ଥ ସୌରଭ ସା) :ହାଟଡିହି ବ୍ଲକ ମଲିପସି ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗଦାଧର ନାୟକଙ୍କୁ କ୍ଲଷ୍ଟର ପକ୍ଷରୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି।

Read more

Advertisement

ଏବେ ଏବେ