ଗଜପତି ଉତ୍ସବ ପାଇଁ ମହେନ୍ଦ୍ର ଶିଖରରୁ ପାରଳାରେ ପହଞ୍ଚିଲା ଉତ୍ସବ ଜ୍ୟୋତି

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା ): ଚଳିତ ମାସ 18 ତାରିଖ ଠାରୁ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଜିଲ୍ଲାସ୍ତରୀୟ ଗଜପତି ଉତ୍ସବ ଅନୁଷ୍ଠିତ ହେବ.

Read more

Advertisement

ଏବେ ଏବେ