ପଞ୍ଚାୟତ ଆଲୋକୀକରଣ ପ୍ରକଳ୍ପରେ କୋଟିଏ ଦୁର୍ନୀତି : ଭିଜିଲାନ୍ସ ତଦନ୍ତ ଦାବି କଲେ ପୂର୍ବତନ ବିଧାୟିକା ସିପ୍ରା
କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଚକ୍ରୋଡା ଗ୍ରାମପଞ୍ଚାୟତର ରାସ୍ତା ଆଲୋକୀକରଣ ପ୍ରକଳ୍ପରେ ଏକ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ଦୁର୍ନୀତି ହୋଇଛି। ଠିକାଦାର, ଯନ୍ତ୍ରୀ, ସରକାରୀ ଅଧିକାରୀ,
Read more


