ଝିଅକୁ ମାଟ୍ରିକ ପରୀକ୍ଷା ନେବା ଆଣିବା ପାଇଁ ଆଜୀବନ କାରାଦଣ୍ଡ ଭୋଗୁ ଥିବା ବାପାଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କଲେ ହାଇକୋର୍ଟ
କଟକ, (ଓ୍ବାଇଏନଏସ): ମାଟ୍ରିକ ପରୀକ୍ଷା ଦେଉଥିବା ଝିଅକୁ ପରୀକ୍ଷା କେନ୍ଦ୍ରକୁ ନେବା ଆଣିବା ପାଇଁ ଆଜୀବନ କାରଦଣ୍ଡ ଭୋଗ କରୁଥିବା ବାପାଙ୍କୁ ମିଳିଲା ଅନ୍ତରୀଣ ଜାମିନ ।
Read more


