ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ: ଛାତ୍ରଛାତ୍ରୀଙ୍କ ‘ଅପାର୍’ ଆଇଡି ବାଧ୍ୟତାମୂଳକ ନୁହେଁ
କଟକ, (ଓ୍ବାଇଏନଏସ): ଜାତୀୟ ଶିକ୍ଷା ନୀତି ଅନୁସାରେ ଛାତ୍ରଛାତ୍ରୀମାନଙ୍କ ସ୍ଥାୟୀ ଡିଜିଟାଲ୍ ପରିଚୟପତ୍ର କୁହାଯାଉଥିବା ‘ଅପାର୍’ (ଅଟୋମେଟେଡ୍ ପରମାନେଣ୍ଟ୍ ଏକାଡେମିକ୍ ଆକାଉଣ୍ଟ୍ ରେଜିଷ୍ଟ୍ରି) ବାଧ୍ୟତାମୂଳକ ନୁହେଁ ବୋଲି
Read more


