ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ: ପୁଅ- ବୋହୂଙ୍କୁ ନିଜ ସମ୍ପତ୍ତିରୁ ବେଦଖଲ କରିପାରିବେ ମା’
କଟକ,(ଓ୍ବାଇଏନଏସ): ବୃଦ୍ଧ ପିତାମାତାଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦେଉଥିବା ପୁଅ-ବୋହୂଙ୍କ ଉଦ୍ଦେଶ୍ୟରେ ହାଇକୋର୍ଟ କଡ଼ା ଚେତାବନୀ ଦେଇଛନ୍ତି । ମା’ଙ୍କ ଅର୍ଜିତ ସମ୍ପତ୍ତିରେ ପୁଅ କିମ୍ବା
Read more


