ଇଣ୍ଡିଆନ ସ୍ପେସ ସାଇନ୍ସ ଅଲମ୍ପିଆଡ ୨୦୨୫ : ଜୁନିୟର ବିଭାଗରେ ପ୍ରଥମ ସ୍ଥାନ ଅଧିକାର କଲେ ଅମୃତାଂଶୁ ପଣ୍ଡା I
ହାଟଡିହି (ଓ୍ବାଇଏନଏସ): କେନ୍ଦୁଝର ଜିଲା ହାଟଡିହି ବ୍ଳକ ମରୈଗାଁ ଗ୍ରାମର ନୀଳମାଧବ ପଣ୍ଡା ଓ ରଶ୍ମିତା ପାଣିଗ୍ରାହୀଙ୍କ ପୁତ୍ର ତଥା କୃଷ୍ଣଚନ୍ଦ୍ର ପଣ୍ଡାଙ୍କର ନାତି ଅମୃତାଂଶୁ ପଣ୍ଡା
Read more


