ଧରାପଡିଲେ ଆନ୍ତଃରାଜ୍ୟ ସିରିଜ ଚେନ ଲୁଟେରା, 5 ଲୁଟେରା ଗିରଫ

କେନ୍ଦୁଝର,(ପୂର୍ଣ୍ଣଚନ୍ଦ୍ର ମହାନ୍ତ): କେନ୍ଦୁଝର ପୋଲିସକୁ ମିଳିଛି  ସଫଳତା। କେନ୍ଦୁଝର ପୋଲିସର ନାକେଦମ୍ କରି ରଖିଥିବା ଏକ ଆନ୍ତଃରାଜ୍ୟ ଚେନ ଲୁଟେରା ଗ୍ୟାଙ୍ଗକୁ ଗିରଫ କରିବାରେ ସଫଳ ହୋଇଛି

Read more

Advertisement

ଏବେ ଏବେ