ଖ୍ରୀଷ୍ଟକଲେଜରେ ନିବେଶକ ସଚେତନତା ଅଭିଯାନ କର୍ମଶାଳା

କଟକ, (ଓ୍ବାଇଏନଏସ): ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶ ଆଧାରରେ ଖ୍ରୀଷ୍ଟକଲେଜରେ ଆର୍ଥିକ ନିବେଶରେ ଠକେଇ ଓ ଦୁର୍ନୀତି ନିବାରଣ ଅଭିଯାନ ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି

Read more

Advertisement

ଏବେ ଏବେ