ବଡରମ୍ପାସ ଠାରେ ଅଖିମୁଠି ଅନୁକୂଳ କଲେ କେନ୍ଦୁଝର ସାଂସଦ

ହାଟଡିହି (ବିକାଶ ବିଶ୍ବାଳ): ଆଜି ହେଉଛି ଅକ୍ଷୟ ତୃତୀୟା। ଚାଷୀଙ୍କ ବଡ ପର୍ବ। ହିନ୍ଦୁ ପରମ୍ପରା ଅନୁସାରେ ଆଜି ଠାରୁ ଚାଷୀଙ୍କ ଚାଷ କାର୍ଯ୍ଯ ଆରମ୍ଭ ହୁଏ।

Read more

Advertisement

ଏବେ ଏବେ