ଲାଗିନି ବଜ୍ରପାତ ନିରୋଧ ଉପକରଣ: ବଳଦେବଜୀଉ ମନ୍ଦିର ଜଗମୋହନ ଖମ୍ବରେ ଫାଟ

କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ଶ୍ରୀ ସିଦ୍ଧବଳଦେବଜୀଉଙ୍କ ମନ୍ଦିର ଜଗମୋହନ ଖୁମ୍ବର ଫାଟ ସୃଷ୍ଟି ହୋଇଛି। ଏହାଦ୍ୱାରା ମୁଖ୍ୟ ମନ୍ଦିର ପ୍ରତି ବିପଦ ସୃଷ୍ଟି ହୋଇଛି।

Read more

Advertisement

ଏବେ ଏବେ