ଆସିକା ସହରରେ ମାତିଲେ ଲୁଟେରା: ଅଧିଷ୍ଠାତ୍ରୀ ଦେବୀ ମା ଖମ୍ବେଶ୍ୱରୀଙ୍କ ମୁଖରୁ ଅଳଙ୍କାର ଚୋରୀ

ଆସିକା (ୱାଇଏନ୍‍ଏସ୍‍) ଦୀର୍ଘ : ଦିନର ନୀରବତା ପରେ ଆସିକା ସହରରେ ବିଳମ୍ବିତ ରାତ୍ରରେ ଲୁଟେରାଙ୍କ ପ୍ରାଦୁର୍ଭାବ ଦେଖାଦେଇଥିବା ବେଳେ ଏହା ଅଞ୍ଚଳବାସୀଙ୍କୁ ହତଚକିତ କରିପକାଇଛି ।

Read more

Advertisement

ଏବେ ଏବେ