ବାରଣ୍ଡାରେ ଶୋଇ ରହିଛି ମାନସିକ ବିକୃତ ଯୁବକ: ପ୍ରଶାସନ ଦୃଷ୍ଟି ଦେବାକୁ ଦାବୀ

ବନ୍ତ,(ଚାନ୍ଦିନୀ ମହାନ୍ତି) : ୧୫ ଦିନରୁ ଉର୍ଦ୍ଧ୍ୱ ହେବ ଜଣେ ମାନସିକ ବିକୃତ ଯୁବକ ଠାକୁରାଣୀଙ୍କ ପୀଠସ୍ଥଳରେ ଥିବା ଏକ ଘରର ବାରଣ୍ଡାରେ ଶୋଇ ରହିଛି ।

Read more

Advertisement

ଏବେ ଏବେ